ଡାବୁଗାଁ: ଡାବୁଗାଁ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଡାବୁଗାଁ ବ୍ଲକ ଠାରେ  ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧକ୍ଷା ଯୋଗ ଦେଇଥିବା ବେଳେ ମଞ୍ଚାସିନ ଥିଲେ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କ ସହ ସହ ଅନେକ ଜନପ୍ରତିନିଧି। ଆଜିର କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ ଡାବୁଗାଁ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ। ଆଜି ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ଅନ୍ତର୍ଗତ ୧୨ ପଂଚାୟତର  ଭିନ୍ନକ୍ଷମ ମାନେ ଉପସ୍ଥିଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରୀ ଗାଇଡ଼ ଲାଇନ ଅନୁସାରେ ଅନୁଷ୍ଠିତ ହେଲା