କଟକ ପୌରାଞ୍ଚଳ: ମହାତ୍ମା ଗାନ୍ଧୀଙ୍କ କୃଷ୍ଠାଶ୍ରମ ଆଗମନର ଶତ ବାର୍ଷିକ ପାଇଁ ଚୌଧୁରୀ ବଜାର ବିଜୁ ଭବନରେ ସିଏମ୍ସି କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
Cuttack M Corp PS, Cuttack | Aug 18, 2025
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ସ୍ଥିତ କୃଷ୍ଠାଶ୍ରମ ଆଗମନର ଶତବାର୍ଷିକୀ ସମାରୋହ ପାଳନ କରାଯିବ। ଏହାକୁ ନେଇ ସିଏମ୍ସି କମିସନର କିରଣଦୀପ...