ଧମା: ଧମା ଗ୍ରାମରେ ଜୟଜଗନାଥ କୋଚିଂ ସେଣ୍ଟର ଉଦଘଟିତ
ଧମା ଗ୍ରାମରେ ଜୟଜଗନାଥ କୋଚିଂ ସେଣ୍ଟର ଉଦଘଟିତ ଧମା ଗ୍ରାମରେ ଶୁକ୍ରବାର ସକାଳେ ଜୟ ଜଗନ୍ନାଥ କୋଚିଂ ସେଣ୍ଟର ଉଦଘାଟିତ ହୋଇ ଯାଇଛି ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ,ଧମା ସରପଞ୍ଚ ଲଳିତା ପଧାନ,ଏମ ପି ନୋମିନି ରମେଶ ପଧାନ, ମା ଝଡ଼େଶ୍ୱରୀ କଲେଜ +୨ ଅଧ୍ୟକ୍ଷ ଅଶୋକ ପୁରୋହିତ,+୩ ଅଧ୍ୟକ୍ଷ ଅନିଲ ପଧାନ ପ୍ରମୁଖ ଯୋଗଦେଇଥିଲେ ।