ନୂଆଗାଁ ବ୍ଳକର ୨୦ଟି ଗ୍ରାମପଞ୍ଚାୟତରେ ଥିବା ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା।ଆଜି ଅଙ୍ଗନୱାଡି କର୍ମୀ ଦିନିକିଆ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନୂଆଗାଁ ସିଡି ପିଓ ସାବିତ୍ରୀ ରଣା ଙ୍କୁ ଆଗରୁ ଏକ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିସ ୱର୍କର୍ସ ଆସୋସିଏସନ୍ ତରଫରୁ ଚିଠି ଦେଇଥିଲେ।