ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି ।ଶୁକ୍ରବାର ଛତ୍ରପୁରରେ ଏନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି ।ଆସନ୍ତା ୩୦ ପର୍ଯ୍ୟନ୍ତ ଏହି ରଥ ବୁଲିବ। ଶୁକ୍ରବାର ମଧ୍ୟାହ୍ନରେ ଛତ୍ରପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଓ ପରିବହନ ବିଭାଗ ଅଧିକାରୀ।