ବାଲିପାଟଣା: ବାଲିପାଟଣା ବ୍ଲକରେ ୨ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକରେ ରେ ୨ ଗୋଟି ପ୍ରକଳ୍ପ କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ ଗୁରୁବାର ଅପରାହ୍ନ ୩ ଟା ସମୟରେ ଙ୍କ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଯାହାର ଅଟକଳ ମୂଲ୍ୟ ୫୫ ଲକ୍ଷ ଟଙ୍କା । ନରିଶୋ ଗ୍ରାମପଞ୍ଚାୟତ ରେ ଜାଗେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଏବଂ କାକରୁଦ୍ରପୁର ଗ୍ରାମପଞ୍ଚାୟତରେ ସବ-ସେଣ୍ଟର ଗୃହ, ।