ରାଉରକେଲା ମ୍ୟୁନିସିପାଲଟି: *ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦ୍ଘାଟିତ ହେଲା ପ୍ରଥମ ବାର୍ଷିକ ସ୍ପୋର୍ଟସ ଏଣ୍ଡ୍ ଆଥଲେଟିକ୍ ମିଟ୍ - ୨୦୨୪*
ରାଉରକେଲା ଆଜି ସୋମବାର ଦିନ ସକାଳ ୯ଟା ସମୟରେ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଜିଲ୍ଲା ପୋଲିସ୍ ଦ୍ବାରା ଆୟୋଜିତ ଫାଷ୍ଟ ଆନୁଆଲ୍ ସ୍ପୋର୍ଟସ ଏଣ୍ଡ ଆଥଲେଟିକ୍ ମିଟ୍ - ୨୦୨୪ ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଡିସେମ୍ବର ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେଉଥିବା ବେଳେ ଏହାକୁ ଉଦ୍ଘାଟିତ କରିଥିଲେ ମୁଖ୍ଯ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକ (ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି) ବ୍ରିଜେଶ କୁମାର ରାୟ। ସମ୍ମାନିତ ଅତିଥି ଭାବରେ