Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଅତାବିରା: ଭେଡେନ ଠାରେ ବିଜେଡି ବିରୋଧରେ ବର୍ଷିଲେ ବିଜେପି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ

ବୁଧବାର ସନ୍ଧ୍ଯାରେ ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡେନ ଠାରେ ବିଜେପି ବିଧାୟକ ପ୍ରାର୍ଥୀ ନିହାରରଞ୍ଜନ ମହାନନ୍ଦ ବିଜେଡି ସରକାରଙ୍କ ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ ପକ୍ଷରେ ଅତାବିରା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ସର୍ବ ପ୍ରଥମେ ନରେନ୍ଦ୍ର ମୋଦୀ, ରାଜ୍ଯ ବିଜେପି ସଭାପତି ଓ ଅତାବିରା ଅଞ୍ଚଳବାସୀଙ୍କୁ ସେ ଧନ୍ଯବାଦ ଅର୍ପଣ କରିଥିଲେ ।

MORE NEWS