ଢେଙ୍କାନାଳ ସଦର: ଝାରଗାତିଆ ନିକଟ ରିଲାଏନ୍ସ କମ୍ପାନୀ ସମ୍ମୁଖରୁ ୫୧ଜଣ ଜମିହରାଙ୍କୁ ଉଠାଇ ନେଲା ପୋଲିସ
Dhenkanal Sadar, Dhenkanal | Sep 8, 2025
ଢେଙ୍କାନାଳ ସଦର ଥାନା ଝାରଗାତିଆ ନିକଟ ରିଲାଏନ୍ସ କମ୍ପାନୀ ସମ୍ମୁଖରେ ଗତ ୫ଦିନ ହେବ ଅଞ୍ଚଳରୁ ଜମିହରା ପ୍ରଜାମାନେ ଥଇଥାନ ପାଇଁ ଧାରଣା ଦେଇଥିଲେ...