ପିଣ୍ଟୁ ଦାସ ଙ୍କୁ ଫୁଲବାଣୀ ଜେଲ ଆସିବେ ସେଥିପାଇଁ ଫୁଲବାଣୀ ରେ ଜେଲ ରେ ପିଣ୍ଟୁ ଦାସ ଙ୍କ ପାଇଁ ସ୍ୱତନ୍ତ୍ର କଠରି ର ବ୍ୟବସ୍ଥା, ବୁଧବାର ଅପରାହ୍ନ 5ଘଣ୍ଟିକା ସମୟରେ ଜେଲର ଙ୍କ ସୁଚନା ଅନୁସାରେ ଫୁଲବାଣୀ ଜେଲ ପାଇଁ ପିଣ୍ଟୁ ଦାସ ଙ୍କ ଅକିଲ ଆବେଦନ କରିଥଲେ, ଯାହାର କର୍ଟ ଆବେଦନ କୁ ଗ୍ରହଣ କରିବା ପରେ ଫୁଲବାଣୀ ଜେଲ ସ୍ଥାନାନ୍ତର ପାଇଁ ମାନ୍ୟବର କର୍ଟ ଅଡର କରିଛନ୍ତି, ଏହି ଅଡର ପରେ ପିଣ୍ଟୁଦାସ ସଂନ୍ଧ୍ୟା ସହ ଫୁଲବାଣୀ ଜେଲ ପହଞ୍ଚିବେ ଏବଂ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବଲି ଜେଲର ସୁଚନା ଦେଇଛନ୍ତି