ରେଢାଖୋଲ: ଡଇଁଚା ଠାରେ ଗ୍ରୀଡ ପ୍ରତିଷ୍ଠା ପାଇଁ ବ୍ଳକ କାର୍ଯ୍ୟାଳୟରେ ପ୍ରକଳ୍ପ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଅଞ୍ଚଳବାସୀ
Rairakhol, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଡଇଁଚା ଠାରେ ନୂତନ ଗ୍ରୀଡ ପ୍ରତିଷ୍ଠା ପାଇଁ ସୋମବାର ଅପରାହ୍ନରେ ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟ ଠାରେ...