ଫୁଲବାଣି କୁ ଦୁଇ ଦିନିଆ ଗ୍ରସ୍ତ ରେ ଆସିଛନ୍ତି ନୀତି ଆୟୋଗ ଅଧୀନରେ ଥିବା ପ୍ରଭାରୀ, ତେବେ ଶୁକ୍ରବାର ଦିନ 10ଘଣ୍ଟିକା ସମୟରେ ଆକାଂକ୍ଷା ଜିଲ୍ଲା କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ପ୍ରମୋଦ ମେହେର୍ଦା ଆକାଂକ୍ଷା ଜିଲ୍ଲା କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିବା ପାଇଁ କନ୍ଧମାଳକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। କନ୍ଧମାଳ ଗସ୍ତ ସମୟରେ, ସେ ୧୭.୧୦.୨୦୨୫ ରେ AAM SC ମାଷ୍ଟ୍ରିପଡ଼ା ଏବଂ ସରକାରୀ MCH ଫୁଲବାଣୀ ପରିଦର୍ଶନ କରିଥିବା ନେଇ ସୁଚନା ମିଳିଛି