ଆଜି ପୂର୍ବାହ୍ନ 11 ଟା ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ଛେଣ୍ଡିପଦା ବ୍ଲକ ସମେତ ଜିଲ୍ଳାର ସମସ୍ତ ବ୍ଲକର ଅଧିକାରୀ ଓ FPO ଓ BLPA ସଦସ୍ୟ ଉପସ୍ଥିତ ଥିଲେ। ନିଷ୍ପତି ଅନୁସାରେ ଆଗାମୀ ଆର୍ଥିକ ବର୍ଷ 2025-26 ନିମନ୍ତେ ଜିଲ୍ଲାରୁ ପ୍ରାୟ 5 ହାଜର 800 କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ନିଷ୍ପତି ହୋଇଥିଲା।