ସାମ୍ଭାବ୍ୟ ବାତ୍ୟାକୁ ନେଇ ରାମେୟାପାଟଣା, ସୁନାପୁର ପାଟିସୁନାପୁର, ଅନନ୍ତରାଇପୁର ଏବଂ ଚନ୍ଦନବାଡ ଆଦି ସମୁଦ୍ର କୂଳବର୍ତ୍ତୀ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତି ଚିକିଟି ବିଧାୟକ । ସୋମବାର ଅପରାହ୍ନରେ ଗ୍ରାମବାସୀଙ୍କୁ ବାତ୍ୟା ବିଷୟରେ ସଚେତନ ଏବଂ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ବିସ୍ତୃତ ପରିଦର୍ଶନ କରିଛନ୍ତି ।