ଝାରସୁଗୁଡା: ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ନବ ନିର୍ମିତ ସୁଲଭ ଶୌଚାଳୟର ଶୁଭ ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ
ଝାରସୁଗୁଡା ପୌର ପରିଷଦ ଅନ୍ତର୍ଗତ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ନବ ନିର୍ମିତ ସୁଲଭ ଶୌଚାଳୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଆଜି ଦିନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉଦ୍ଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଧିକାରୀଗଣ ଉପସ୍ଥିତ ରହିଥିଲେ। ସ୍ୱଚ୍ଛତା ଓ ଜନସୁବିଧା ପ୍ରତି ଆମ ଅଙ୍ଗୀକାରକୁ ପୁନର୍ବାର ସୁଦୃଢ କରାଗଲା ଏବଂ ଏହି ପଦକ୍ଷେପ ସ୍ୱଚ୍ଛ ପରିବେଶ ଓ ସୁସ୍ଥ ସମାଜ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଏବଂ ସାର୍ଥକ ପଦକ୍ଷେପ ବୋଲି ଏହି ଅବସରରେ ମତବ୍ୟକ୍ତ