ବଲାଙ୍ଗୀର: କୋଶଳ କଳା ମଣ୍ଡପ ଠାରେ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମ ଅବସରରେ ପ୍ରତିକ୍ରିୟା ରଖିଲେ ବିଧାୟକ କଳିକେଶ ନାରାୟଣ ସିଂ ଦେଓ
ବଲାଙ୍ଗୀର ଦିନ ଅବସରରେ କୋଶଳ କଳା ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ ପ୍ରତିକ୍ରିୟା ରଖିଲେ। ସେ କହିଲେ, ବଲାଙ୍ଗୀର ଦିନ ହେଉଛି ଏହି ଅଞ୍ଚଳର ଗୌରବ ଓ ଐତିହ୍ୟର ପ୍ରତିକ, ଯାହା ଆମ ସମସ୍ତଙ୍କୁ ଏକତା ଓ ଉନ୍ନତିର ପଥରେ ଆଗେଇ ନେଉଛି।