ପୁରୀ ମ୍ୟୁନିସିପାଲଟି: ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲା । ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ ।
Puri M, Puri | Sep 16, 2025 ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲା । ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ । ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ଆନ୍ଧ୍ରରୁ ଗିରଫ ହୋଇଛି ।