ରେଢାଖୋଲ ଥାନା ଆଞ୍ଚଳରେ ଜଣେ ୧୬ବର୍ଷର ନାବାଳିକାକୁ ଅପହରଣ , ଥାନାରେ ଅଭିଯୋଗ ରେଢାଖୋଲ ଥାନା ଆଞ୍ଚଳରେ ଜଣେ ୧୬ବର୍ଷର ନାବାଳିକାକୁ ଅପହରଣ କରାଯାଇଥିବା ନେଇ ରବିବାର ସକାଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ,ରେଢାଖୋଲ ଥାନା ସାମସିଙ୍ଗା ଗ୍ରାମର ରାଜେନ୍ଦ୍ର ନାଗ ଙ୍କ ୧୬ ବର୍ଷିୟ ନାବାଳିକା ଝିଅ ଘରେ ପରିବାର ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପହରଣ କରିଥିବା ନେଇ ରେଢାଖୋଲ ଥାନା ରେ ଅଭିଯୋଗ ହୋଇଛି , ଅଭିଯୋଗ ପତ୍ରରେ ପରିବାର ଲୋକେ ଉଲ୍ଲେଖ କରିଛନ୍ତି ,ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଥାନା ଚରଦା ଗ୍ରାମର ରାଜିବ କହଁର ଙ୍କ ପୁଅ ସୁବ୍ରତ କହ