ଡାବୁଗାଁ: ବାଲେଙ୍ଗା ଗ୍ରାମରୁ ନିଖୋଜ ଦାଦନ ଶ୍ରମିକ ଚରାମୂଳା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର,ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି
Dabugan, Nabarangpur | Sep 9, 2025
କୋଷାଗୁମୁଡା ବ୍ଲକ ବାଲେଙ୍ଗା ଗ୍ରାମର ନନ୍ଦ ରାଉତ ଗତ 5 ବର୍ଷ ତଳେ କେରଳ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ | ପାପଡାହାଣ୍ଡି ବ୍ଲକ ଚରାମୂଳା...