ମାଲକାନଗିରି: ମାଲକାନଗିରି ସୀମାନ୍ତ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍, ଯବାନଙ୍କ ଗୁଳିରେ ନିପାତ ହେଲେ ୬ ମାଓବାଦୀ
Malkangiri, Malkangiri | Sep 5, 2025
ମାଲକାନଗିରି ସୀମାନ୍ତ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ଦେଖିବାକୁ ମିଳିଛି ।ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୬...