ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ତଳଗଡ଼ର ବାସିନ୍ଦା ଶ୍ରୀ ଗୋବିନ୍ଦ ପ୍ରଧାନ ଙ୍କ ମା ସ୍ଵର୍ଗତ ଜୟନ୍ତୀ ପ୍ରଧାନଙ୍କ ଏକାଦଶାହ ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ସହ ନେତୃବୃନ୍ଦଙ୍କ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ | ବିଜେପି ନେତା ଅନୁଗୁଳ ପୌରପାଳିକାର ପୂର୍ବତନ ନଗରପାଳ, ତଳଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ, ବିଜେପି ନେତା ଦଳର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |