ଚାରମାଳ: ଆମ୍ବଦର ଶେରଣୀ ମନ୍ଦିର ଠାରେ ମାଁ ଙ୍କ ନବରାତ୍ର ପୂଜା ଅନୁଷ୍ଠିତ
ଆମ୍ବଦର ଶେରଣୀ ମନ୍ଦିର ଠାରେ ମାଁ ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଚାରମାଳ ନିକଟ ଆମ୍ବଦର ଶେରଣୀ ମନ୍ଦିର ଠାରେ ବୁଧବାର ସକାଳେ ମା ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଏକ ସଭାରେ ଅତିଥିମାନେ ଯୋଗଦେଇ ଉସ୍ଚାହିତ କରିଥିଲେ ସେ। ଶେଷରେ ସୁନ୍ଦରାକାଣ୍ଡ ରାମାୟଣ ପରିବେଷଣ କରାଯାଇଥିଲା ।