ଅତାବିରା: ଅତାବିରା ଅଂଚଳରୁ ୨ ଜଣ ଗଂଜେଇ ବେପାରୀକୁ ଗିରଫ କରି ଦେଢ କେଜି ଗଂଜେଇ ଜବତ କଲା ଅତାବିରା ପୋଲିସ
Attabira, Bargarh (Baragarh) | Sep 4, 2025
ଆଜି ଗୁରୁବାର ଅପରାହ୍ନ ୪ଟା ରେ ଅତାବିରା ପୋଲିସ ଅତାବିରା ଅଂଚଲରୁ ୨ ଜଣ ଗଂଜେଇ ବେପାରୀକୁ ଗିରଫ ତାଂକ ଠାରୁ ଦେଢ କେଜି ଗଂଜେଇ ଜବତ କରି ଉକ୍ତ ୨...