ବୀରମହାରାଜପୁର: ଲାତୁରପେଟ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ 10ତମ ମାଁ ପନ୍ଥେଇ ବୁଢ଼ୀ ଦ୍ବିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
ବିରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ 10ତମ ମାଁ ପନ୍ଥେଇ ବୁଢ଼ୀ ଦ୍ବିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଅପରାହ୍ନ ପ୍ରାୟ 5ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ସଭାପତି କାଁହୁ ମହାକୁର ଏବଂ ସମ୍ପାଦକ ସୁଶାନ୍ତ ମହାକୁରଙ୍କ ତତ୍ତ୍ୱବଧାନରେ ଅୟୋଜିତ ଉଦଘାଟନୀ ଉତ୍ସବକୁ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ସୁ୍ରୁନାରାୟଣ ମହାକୁର ଏବଂ ବିକାଶ ପଣ୍ଡା ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ l ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଉଲୁଣ୍ଡା ଆଦିବାସୀ ଇଲେଭେନ କୁ ହରାଇ ବୌଦ୍ଧ ଜୟ ଦୁର୍ଗା କ୍ଲବ ଏବଂ ଦ୍ଵିତୀୟ ମ୍ୟାଚ ରେ ବିରମହାରାଜପୁର ଇଲେଭ