ପଦ୍ମପୁର: ପଦ୍ମପୁର ରାଜାଜି ଟାଉନ ହଲ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
Padmapur, Bargarh (Baragarh) | Aug 31, 2025
ଆଜି ସକାଳ 10ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ରାଜାଜି ଟାଉନ ହଲ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ...