ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅଞ୍ଚଳ ସିଡିଓଙ୍କ ପରିଦର୍ଶନ, ବୁଲି ଦେଖିଲେ ଉନ୍ନୟନ କାର୍ଯ୍ୟ ସହ ଆବାସ ଯୋଜନାର କଲେ ସମୀକ୍ଷା
Lakshmipur, Koraput | Aug 22, 2025
କୋରାପୁଟ ସିଡି ଓ ବେଣୁଧର ଶବର ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକ ଗସ୍ତ କରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ...