କୋରାପୁଟ ସହର: ଡେଙ୍ଗାଜାନିଗୁଡା ଗାଁ ର ଲୋକଙ୍କ ଅସୁବିଧା ନେଇ କୋରାପୁଟ ପ୍ରେସ କ୍ଲବ ରେ ପ୍ରତିକ୍ରିୟା ରଖିଲେ ଡେଙ୍ଗାଜାନି ଗୁଡ଼ାର ଝିଅ
ଡେଙ୍ଗାଜାନିଗୁଡା ଗାଁ ର ଲୋକଙ୍କ ଅସୁବିଧା ନେଇ ଆଜି ଦିନ ଦୁଇ ଟା ସମୟରେ କୋରାପୁଟ ପ୍ରେସ କ୍ଲବ ରେ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା। ଏବଂ ନିଜ ପତ୍ରିକ୍ରୀୟା ରେ ରୋଗ ରେ ଆକ୍ରାନ୍ତ ହୋଇଥିବା ଝିଅ ଟି କହିଛି ଯେ ନାଲୋକୋ ରେଡ ମଣ୍ଡ ପଣ୍ଡ ଯୋଗୁଁ ଏଭଳି ଚର୍ମ ରୋଗ ହେଉଚି। ରେଡ ମଣ୍ଡ ପଣ୍ଡ ର ଦୂଷିତ ପାଣି ଯୋଗୁଁ ଏଭଳୀ ହେଉଚି ଭଳି ରୋଗ ରେ ଆକ୍ରାନ୍ତ ହୋଇଥିବା ଝିଅ ଟି ନିଜ ପ୍ରତିକ୍ରିୟାରେ କହିଛି।