ସୁକିନ୍ଦା: ଓଲ୍ଲଳ ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ
Sukinda, Jajpur | Nov 10, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ଓଲ୍ଲଳ ଠାରେ କଂଗ୍ରେସର କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସର ଏହି କର୍ମୀସମ୍ମିଳନୀରେ କଂଗ୍ରେସ ବିଧାୟକ ପାର୍ଥୀ ବିଭୁ ଭୂଷଣ ରାଉତ ଯୋଗଦେଇ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ନେଇ କର୍ମୀ ମାନଙ୍କ ସହିତ ବିଶେଷ ଆଲୋଚନା କରିଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।