ଆଜି ସଂଧ୍ୟା 5 ଟା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ବିଧାନସଭାର ସମସ୍ତ ସଦସ୍ୟ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ଅତିଥି ଉପସ୍ଥିତି ଥିଲେ। ଏନେଇ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଖୁସି ବ୍ୟକ୍ତ କରିବା ସହିତ ରାଷ୍ଟ୍ରପତିଙ୍କ ଐତିହାସିକ ଭାଷଣ ଆମକୁ ଗର୍ବିତ କରିଛି ବୋଲି କହିଛନ୍ତି।