ସୁକିନ୍ଦା: କଳିଙ୍ଗନଗର ସ୍ଥିତ ଜିନ୍ଦଲ ପାଖ ରାସ୍ତାରେ ଟ୍ରକ ଦୁର୍ଘଟଣାରେ ଡ଼୍ରାଇଭର ଆହାତ
Sukinda, Jajpur | Nov 12, 2025 ଜିନ୍ଦଲ ପାଖ ରାସ୍ତାରେ ଏକ ଟ୍ରକ ଭାରଶ୍ୟାମ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।