ଯାଜପୁର: ଭୁବନେଶ୍ୱରରୁ ଚିକିତ୍ସିତ ହେବା ପରେ ଯାଜପୁର ଟାଉନ ସ୍ଥିତ ବାସଭବନକୁ ଫେରିଲେ ପୂର୍ବତନ ବିଧାୟକ, ଆଶୁ ଆରୋଗ୍ୟ କାମନା କଲେ ଦଳୀୟ କର୍ମୀ
Jajapur, Jajpur | Jul 20, 2025
ଭୁବନେଶ୍ୱରରୁ ଚିକିତ୍ସିତ ପରେ ଯାଜପୁର ଟାଉନ ସ୍ଥିତ ବାସଭବନରୁ ଫେରିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ,ଭେଟି ଆଶୁ ଆରୋଗ୍ୟ କାମନା କଲେ...