ଆଠମଲ୍ଲିକ: ଅଜଣା ଗାଡି ଧକ୍କା ରେ ଜଣେ ମୃତ
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ହଣ୍ଡପା - ପାତ୍ର ପଡା ପୂର୍ତ୍ତ ବିଭାଗ ରାସ୍ତା ର ହଣ୍ଡପା ଥାନା ଲଷ୍ମୀପ୍ରିୟା
ଲଷ୍ମୀପ୍ରିୟାପୁର ଗ୍ରାମର ଶତ୍ରୁଘ୍ନ ବେହେରା ଙ୍କର ମୃତ୍ୟୁ ହୋଇ ଥିବା ବେଳେ ତାଙ୍କ ସହ ଯାଉଥିବା ସେହି ଗ୍ରାମର ସଞ୍ଜୟ ବେହେରା ଗୁରୁତର ଆହତ ହୋଇଛନ୍ତି l ଘଟଣା ରୁ ଜଣା ପଡିଛି ଜେ ଶତ୍ରୁଘ୍ନ ଓ ସଞ୍ଜୟ ଉଭୟ ଚାଲି ଚାଲି ଘର କୁ ଯାଉଥିବା ବେଳେ ଏକ ଅଜଣା ଗାଡି ଉଭୟ ଙ୍କୁ ଧକ୍କା ଦେଇଥିଲା l ଫଳରେ ଉଭୟ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଅଞ୍ଚଳ ବାସି ଉଦ୍ଧାର କରି ଚିକିତ୍ସା ପାଇଁ ଅନୁ