ଡୁଙ୍ଗୁରିପାଲି: ଗୁରହାଣ୍ଡି ଜୋରରେ ଭାସିଯାଇ ଜଣେ ବୃଦ୍ଧା ମୃତ
ସୁଚନା ଅନୁସାରେ ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ଜୁଲୁଣ୍ଡା ଗ୍ରାମ ପଂଚାୟତର ଗୁରହାଣ୍ଡି ଜୋରରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତ ବୃଦ୍ଧା ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗାଁର ସରସ୍ବତୀ ପଧାନ ବୋଲି ଜଣା ପଡିଛି l ଆଜି ବୃଦ୍ଧା ଜଣକ ଜୁଲୁଣ୍ଡା-କପାସିରା ଗୁରହାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଇ ହେଲେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିପାରି ଅଗ୍ନିଶମ ବାହିନୀକୁ ଖବର ଦେବାପରେ,ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଂଚିଥିଲା I ବହୁ ଖୋଜାଖୋଜି କରିବା ପରେ