ସୋନପୁର: ଚୁବୁକାଦାଦର ସଂରକ୍ଷିତ ଜଙ୍ଗଲରେ 8 ଟିକିଆ ହାତୀପଲ, ଘଉଡ଼େଇବା ପାଇଁ ବନ ବିଭାଗର ପ୍ରୟାସ ଜାରି
Sonapur, Subarnapur (Sonepur) | Sep 4, 2025
ସୂଚନା ଅନୁସାରେ ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସ୍ଥିତ ବିରାମହରାଜପୁର ବନାଞ୍ଚଳର ବିଭିନ୍ନ ଅଂଚଳରେ 8 ଟିକିଆ ହାତୀପଲ ବିଚରଣ...