ନର୍ଲା: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ମୋହନଗିରୀ ଅଞ୍ଚଳର ଗଞ୍ଜେଇ ଚାଷ ନଷ୍ଟ କଲେ ପୁଲିସ, ଅବକାରୀ ଏବଂ ବନ ବିଭାଗ କର୍ମଚାରୀ
ମଦନପୁର ରାମପୁର ବ୍ଳକ୍ ମୋହନଗିରି ପଞ୍ଚାୟତର ବିଭିନ୍ନ ଗ୍ରାମ ତଥା ସିଟ୍ରୁବାଲି,ମାଣିକେର ପଞ୍ଚାୟତ ର , କମ୍ ଗାଁ ପାଖରେ ଥିବା ସିଂଙ୍ଗପୁର ପଞ୍ଚାୟତ ର ସୀମା ଶାପ୍ସିଲ୍ ଗ୍ରାମ ରେ ଥିବା ନିଜ ଜମି ଓ ଜଙ୍ଗଲ ଜମି ରେ ପ୍ରଚୁର ପରିମାଣର ଗଞ୍ଜେଇ ଚାଷ କରିଥିବା ବେଳେ ଶନିବାର ମଦନପୁ ରାମପୁର ଥାନା ଅଧିକାରୀ ବୀର ଭଗତ ସିଂ ଓ ମୋହନଗିରି ଫାଣ୍ଡି ଅଧିକାରି ମୋନୋଜ୍ ନାୟକ ଓ ଅବକାରି ବିଭାଗ ଏବଂ ଫରେଷ୍ଟ ବିଭାଗ ମିଳିତ ଭାବେ ଲକ୍ଷାଧିକ ଗଞ୍ଜାଇ ଗଛ କରାଯାଇଛି।