ସୋନପୁର: ହରଗୌରୀ ଯାତ୍ରା କୁ ନେଇ ଢେରାପଡା ଠାରେ ସାମ୍ବାଦିକ ସମ୍ବିଳନୀ ସୂଚନା ଦେଲେ କମିଟି ସଭାପତି ସହଦେବ ପାତ୍ର।
ଆସନ୍ତା ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୌରୀ ବା ବୁଢୀମା ଯାତ୍ରା।ଢେରାପଡା ଠାରେ କମିଟି ପକ୍ଷରୁ ଆଜି ସଂଧ୍ୟା ୬ଟା ଟା ବେଳେ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦିଆ ଯାଇଛି।ପାରମ୍ପରିକ ରୀତିନୀତି ଅନୁସାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ। ବିଶେଷ ଆକର୍ଷଣ ସାମୁହିକ ଭାବେ ଗୁରୁମନ୍ତ୍ର ଧାରଣ କରିବେ ଦେବାଙ୍ଗ ସମ୍ପ୍ରଦାୟର ୫୦ ଦମ୍ପତ୍ତି।