ବଲାଙ୍ଗୀରରେ ରାତ୍ରିକାଳୀନ ବସଗୁଡ଼ିକୁ ଲକ୍ଷ୍ୟ କରି ବିଶେଷ ନିରୀକ୍ଷଣ ଅଭିଯାନ ଚାଲିଥିଲା। ଯାତ୍ରୀ ସୁରକ୍ଷା ନିମନ୍ତେ ବସଗୁଡ଼ିକର ଆପତ୍କାଳୀନ ନିସ୍କାସନ ଦ୍ୱାର (Emergency Exit) ଓ ଅଗ୍ନିନିବାପକ (Fire Extinguisher) ବ୍ୟବସ୍ଥାର ସଠିକତା ଯାଞ୍ଚ କରାଗଲା। ଯେଉଁ ବସରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିଲା, ସେମାନଙ୍କ ବିରୁଦ୍ଧରେ ଆଇନୁନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯାନରେ @spbalangir ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସକ୍ରିୟ ଭାବରେ ଯୋଗଦେଇଥିଲେ।