ଗୋପାଳପୁର: କେଲୁଆପଲ୍ଲୀ ଗ୍ରାମରେ ଘର ପୋଡି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଲୁଆପଲ୍ଲୀ ଗ୍ରାମର ବୈଦେହି ନାୟକଙ୍କ ଘର ପୋଡିଯାଇଥିଲା l ଦୁଃଖଦ ଖବର ପାଇ, ଆଜି ଘଟଣାସ୍ଥଳ କୁ ଯାଇ ପୀଡିତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସହାୟ ତା ପାଇଁ ବ୍ୟବସ୍ଥା କରିଥିଲେ ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।