କୋଟପାଡ: କୋଟପାଡ଼ ପଞ୍ଚାୟତ ସମିତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ
Kotpad, Koraput | Sep 8, 2025
କୋଟପାଡ଼ ପଂଚାୟତ ସମିତ କାର୍ଯ୍ୟାଳୟ ଠାରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ସୋମବାର ପୂର୍ବାହ୍ନ ଆଗାର ଟା ରେ ଆରମ୍ଭ...