ବାଲେଶ୍ବର ମ୍ୟୁନିସିପାଲଟି: ଦୁବୁଲାଗଡି ପଞ୍ଚାୟତର ଗୁଜୁରୀ ଗ୍ରାମ ଠାରେ ମା ଗଜଲକ୍ଷ୍ମୀ'ଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ଦୁବୁଲାଗଡି ପଞ୍ଚାୟତର ଗୁଜୁରୀ ଗ୍ରାମ ଠାରେ ମା'ଙ୍କ ଦର୍ଶନ କରି ସଦର ବିଧାୟକ ଆଶୀର୍ବାଦ ଭିକ୍ଷା କରିଥିଲେ।ଏବଂ ଏହି ଅବସରରେ ଆୟୋଜିତ ହାଡୁଡୁ ପ୍ରତିଯୋଗିତାରେ ବରିଷ୍ଠ ନେତୃବୃନ୍ଦଙ୍କ ସହ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓଗ୍ରାମବାସୀଙ୍କ ଉପସ୍ଥିତିରେ ନୂତନ ଉଜ୍ଵଳ ଆଲୋକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଉକ୍ତ କାର୍ଯକ୍ରମ କୁ ମଙ୍ଗଳବାର ସଂଧ୍ୟା ୬:୩୦ରେ ସମାପନ କରାଯାଇଥିଲା।