କେନ୍ଦୁଝର ସହର: ସିଆପଡ଼ା ନିକଟରେ କୁଶେଇ ନଦୀକୁ ଯାଇ ମହିଳା ଭାସିଯାଇ ନିଖୋଜ ଘଟଣାରେ , ଅଗ୍ନିସମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି
Kendujhar Town, Kendujhar | Jul 16, 2025
କୁଶେଇ ନଦୀକୁ ଶୌଚ ହେବାକୁ ଯାଇ ମହିଳା ନିଖୋଜ ଘଟଣାରେ ଆଜି ବି ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ଅନୁଯାୟୀ କେନ୍ଦୁଝର...