ଗଞ୍ଜାମ ଜିଲ୍ଲା ରମ୍ଭା ସ୍ଥିତ ଘୁମସୁରୁଆ ସାହିରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଶନିବାର ଅପରାହ୍ନରେ ବିଶ୍ୱ ଜ୍ଞାନ ପୁରୁଷ ଭାରତ ରତ୍ନ ଡ଼ା ବି. ଆର. ଆମ୍ବେଦକରଙ୍କୁ ମନେ ପକାଇ ତାଙ୍କ ପ୍ରତିମୂର୍ତ୍ତିରେ ଘୁମସୁରୁଆ ସାହି ବାସିନ୍ଦା ପୁଷ୍ପ ମାଲ୍ୟ ଦେଇ ମହାପରି ନିର୍ବାଣ ଦିବସ ପାଳନ କରିଥିଲେ l