କଣ୍ଟାମାଳ: ସାନକଲରାକୋଠା ଜଙ୍ଗଲ ରୁ ବିପୁଳ ଗଂଜେଇ ଗଛ ନଷ୍ଟ କଲା ଅବକାରୀ ସ୍କ୍ୱାଡ଼ ଓ ପୋଲିସ
୩୧ଏକର ଗଞ୍ଜେଇ ଗଛ ନଷ୍ଟ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଆଜି ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ୱାର୍ଡ, ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି | ଘଣ୍ଟାପଡା ଥାନା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଗୋରା ନିକଟରେ ଥିବା ସାନ କୋଳରାକୋଠା ଗ୍ରାମ ଜଙ୍ଗଲ ରେ ଚଢ଼ାଉ କରି 31ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ କରାଯାଇ ଥିବା 37ହଜାର 200ଶହ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି | ଏହି ଚଢ଼ାଉରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ, ଅବକାରୀ କର୍ମଚାରୀ, କଣ୍ଟାମାଳ ରେଞ୍ଜ ବନ କର୍ମଚାରୀ, ଘଣ୍ଟାପଡା ଥାନା ପୋଲିସ କର୍ମ