ବାଲିଗୁଡା: ଜଲେଶ୍ୱଟା ଆଶ୍ରମ ରେ ଶ୍ରଦ୍ଧାଳୁ ବ୍ୟାପକ ଗହଳି
ଆଜି ହେଉଛି ଶେଷ ସମବାର ସେଥିପାଇଁ ଜିଲ୍ଲା ବହୁ ଚର୍ଚିତ ଲ ଜଲେଶପଟ୍ଟା ଶୈବ ପିଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ, ବୁଧବାର ଦିନ 11ଘଣ୍ଟିକା ରୁ ଏହି ଭିଡ ଲାଗି ରହିଥିବା ବେଳେ ତୁମୁଡିବନ୍ଧ ପୁଲିସ ପକ୍ଷରୁ ସତନ୍ତ୍ର ବ୍ୟବସ୍ଥା ଗ୍ରହ କରାଯାଇଛି , ମହିଳା ପୁଲିସ ମଧ୍ୟ ନିୟଜିତ ରହିଥିଲେ, କନ୍ଧମାଳ ଜିଲ୍ଲା ରୁ 10ରୁ ଉର୍ଧ ଶ୍ରଦ୍ଧାଳୁ ଙ୍କ ଆଗମଳ ହଇଥିବା ସୁଚନା ମିଳିଛି