ଗଞ୍ଜାମ ଜିଲ୍ଲା ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ସୋମବାର ପୂର୍ବାହ୍ନରେ ଅଚାନକ ବିଦ୍ଯାଳୟ ପରିଦର୍ଶନ କରିଛନ୍ତି ।ଚିକିଟି ପେଣ୍ଠ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ବେଳେ ବିଦ୍ଯାଳୟର ୨୦ ଶିକ୍ଷକଙ୍କ ମଧ୍ୟରୁ ମାତ୍ର ୨ ଶିକ୍ଷକ ଉପସ୍ଥିତି ଥିଲେ। ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।