ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଜି ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟକର୍ତ୍ତାଙ୍କ ସହିତ କିଛି ମୁହୂର୍ତ୍ତ। କାର୍ଯ୍ୟକର୍ତ୍ତା ମାନଙ୍କୁ ସାଂଗଠନିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ସାଂସଦ ରୁଦ୍ର ନାରାୟଣ ପାଣି |