ସୋନପୁର: ଆମ୍ବସରଭଟା ଛକରୁ 6.100 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ସୁବଳୟା ଥାନାରେ ମାମଲା ରୁଜୁ
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ବେଳେ ଆମ୍ବସରଭଟା ଛକରୁ 6.100 ମିଳିଲଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି l