ବୀରମହାରାଜପୁର: ଉଲୁଣ୍ଡାକୁ ଏନଏସି ଘୋଷଣା ଦାବିରେ ସଦର କଲେଜ ପଡିଆ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡାକୁ ଏନଏସି ଘୋଷଣା ଦାବିରେ ସଦର କଲେଜ ପଡିଆଠରେ ସୋମବାର ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ସର୍ବଦଲିୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ହରିଶଙ୍କର...