ବଣେଇ: କୋଇଡାରେ ଅର୍ନ୍ତଜାତୀୟ ମଇ ଦିବସ ପାଳିତ
ଆଜି ମେ 1 ତାରିଖ ଗୁରୁବାର ସନ୍ଧ୍ୟା 8 ଟାରେ ଆନୁଷ୍ଠାନିକ ଭାବେ CITU କାର୍ଯ୍ୟାଳୟ କୋଇଡ଼ାରେ ଆନ୍ତର୍ଜାତିକ ମଇ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରମିକ ନେତା ପ୍ରଭାତ କୁମାର ପଣ୍ଡା ଓ ଡକ୍ଟର ମଣ୍ଡଳ ବାରିକ ଯୋଗ ଦେଇଥିଲେ। ବିନା ଶ୍ରମିକ ବା ଶ୍ରମିକ ବିନା ଭାରତ କାହିଁକି ସାରା ବିଶ୍ୱରେ ପ୍ରଗତି ବା ଉନ୍ନତି ସମ୍ଭବ ନୁହେଁ। ତେଣୁ ଶ୍ରମିକ ମାନଙ୍କୁ ନିଚ ଦେଖାଇବା ଉଚିତ ନୁହେଁ। ତେବେ କୋଇଡା ସି ଆଇ ଟି ୟୁ ବା CITU ଦ୍ବାରା ଆୟୋଜିତ ହୋଇଥିବା ଏହି ଆନ୍ତର୍ଜାତିକ ମଇ ଦିବସ ରେ