ଖରିଆର: ସମସ୍ୟା ଘେରରେ ତାଲାକୋଟ ପ୍ରାଥମିକ ବିଦ୍ୟାଳୟ, ଶ୍ରେଣୀଗୃହ ଓ ଶିକ୍ଷକ ସମସ୍ୟା,ସ୍କୁଲ ବନ୍ଦ ଚେତାବନୀ ଦେଲେ ଅଭିଭାବକ #jansamasya
Khariar, Nuapada | Jul 16, 2025
ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ ତାଲାକୋଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ୨ ଜଣ ଗଣ ଶିକ୍ଷକ ନିୟୋଜିତ...